ବନ୍ଧୁତ୍ୱ ଦିବସ 2026
ବନ୍ଧୁତ୍ୱ ଦିବସ ଅବସରରେ ମାନ୍ୟବର MP ମହୋଦୟଙ୍କ ବାସଭବନରେ ତାଙ୍କୁ ସନମାନିତ କରିଥିଲୁ 🙏2nd august 2026 ଶ୍ରୀଯୁକ୍ତ ଭତୃହରି ମହାତାବ ମହୋଦୟ
କ୍ରାନ୍ତି ଦିବସ ୨୦୨୬
ଆଜି9th ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସମୂହ ଦୀପଦାନଆଜି କଟକର ଅଧିଷ୍ଠାତ୍ରୀ ଦେବି ମା କଟକଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅଗଷ୍ଟ 9th କ୍ରାନ୍ତି ଦିବସ ଅବସରରେ ସୁଲୋଚନା ସେବା ସଙ୍ଘ ଦ୍ୱାରା ସମୂହ ଦୀପଦାନ କରାଯାଇଥିଲା, ଦେଶରେ ସ୍ୱାଧୀନତା ସଂଗ୍ରାମୀ ଉଧେଶ୍ୟରେ ସୁଲୋଚନା ସେବା ସଙ୍ଘର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଆଜିର ଏହି ଦିବସର ମହତକୁ ବର୍ଣ୍ଣନା କରା ଯାଇଥିଲା. ସଭାପତି ସୁଶାନ୍ତ ବାବୁ କଟକର
ବିଶ୍ୱ ବନ୍ଧୁତ୍ୱ ଦିବସ କାର୍ଯ୍ୟକ୍ରମ ୨୦୨୬
ବିଶ୍ୱ ବନ୍ଧୁତ୍ୱ ଦିବସ କାର୍ଯ୍ୟକ୍ରମ 30th july 2026.organised by ସୁଲୋଚନା ସେବା ସଙ୍ଘ କଟକ
ରାମ ଲୀଳା କାର୍ଯ୍ୟକ୍ରମ ୨୦୨୬ , ନୂଆପଡା ,କଟକ
Date 10/6/2026. ମହାବୀର ରାମଲୀଲା ପ୍ରଚାର ପ୍ରସାର ସମିତି, ନୂଆପଡା କଟକ କାର୍ଯ୍ୟକ୍ରମ
ରଥ ଯାତ୍ରା ୨୦୨୬ ର କାର୍ଯ୍ୟକ୍ରମ
ଆଜି ତା 16/7/22026 ପବିତ୍ର ରଥଯାତ୍ରା ଅବସରରେ ଚାନ୍ଦନୀଚୌକର ଭାଇମାନଙ୍କ ନିମନ୍ତ୍ରଣ କ୍ରମେ ସନମାନୀୟ ଅତିଥି ଭାବେ ସମ୍ବୋର୍ଦ୍ଧିତ ହେବା ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ରଥ ଦଉଡି ଟାଣିବା ଭାଗ୍ୟରେ ଥିଲେ ମିଳେ, ଜୟ ଜଗନ୍ନାଥ.
ଗୋ ସନମାନ ଆହ୍ୱାନ ଅଭିଯାନ
ଆଜି ତା ୨୭.୦୭.୨୦୨୬ ସୋମବାର ସୁଲୋଚନା ସେବା ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ପତ୍ର ମହାଦାୟ ମୁଖ୍ୟ ଅତିଥି ରୂପେ ଗୋ ସନମାନ ଆହ୍ୱାନ ଅଭିଯାନ ର ପୂଜାରେ ବସି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମ ର ପଦଯାତ୍ରା ଗୋ ମତ ରାଷ୍ଟ୍ର ମାତା ର ନାରା ରେ କଟକ ମାରୁତି ମଣ୍ଡପ ଠାରୁ ଆରମ୍ଭ କରି କଳଲେକଟ୍ରର ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା🙏
- 1
- 2


