ଆଜି9th ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସମୂହ ଦୀପଦାନ
ଆଜି କଟକର ଅଧିଷ୍ଠାତ୍ରୀ ଦେବି ମା କଟକଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅଗଷ୍ଟ 9th କ୍ରାନ୍ତି ଦିବସ ଅବସରରେ ସୁଲୋଚନା ସେବା ସଙ୍ଘ ଦ୍ୱାରା ସମୂହ ଦୀପଦାନ କରାଯାଇଥିଲା, ଦେଶରେ ସ୍ୱାଧୀନତା ସଂଗ୍ରାମୀ ଉଧେଶ୍ୟରେ ସୁଲୋଚନା ସେବା ସଙ୍ଘର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଆଜିର ଏହି ଦିବସର ମହତକୁ ବର୍ଣ୍ଣନା କରା ଯାଇଥିଲା. ସଭାପତି ସୁଶାନ୍ତ ବାବୁ କଟକର ସୁରକ୍ଷା ପାଇଁ ଏକ କ୍ରାନ୍ତିର ଆହ୍ୱାନ ଦେଇଥିଲେ.






